ଓଡ଼ିଶା ପୋଲିସ୍ ସିଭିଲ୍ କନଷ୍ଟେବଲ୍ ଟେଷ୍ଟ ସିରିଜ୍ | Mock Test Platform
ନୂଆ ପାଠ୍ୟକ୍ରମ (Latest Exam Pattern 2026)

ଓଡ଼ିଶା ପୋଲିସ୍ ସିଭିଲ୍ କନଷ୍ଟେବଲ୍ ମକ୍ ଟେଷ୍ଟ ସିରିଜ୍ ୨୦୨୬

ଆପଣଙ୍କ ସ୍ୱପ୍ନର ଓଡ଼ିଶା ପୋଲିସ୍ ଚାକିରି ପାଇଁ ନିଜ ପ୍ରସ୍ତୁତିକୁ ସମ୍ପୂର୍ଣ୍ଣ କରନ୍ତୁ! ମୋଟ ୫୦ ଟି ଗୁରୁତ୍ଵପୂର୍ଣ୍ଣ ମକ୍ ଟେଷ୍ଟ ସହିତ ପରୀକ୍ଷା ସଫଳତା ନିଶ୍ଚିତ କରନ୍ତୁ।

Full Length

୨୫ ଟି ଟେଷ୍ଟ

Sectional

୨୫ ଟି ଟେଷ୍ଟ

Instant

ଫଳାଫଳ & key

Exam Overview

ପରୀକ୍ଷା ଢାଞ୍ଚା ୨୦୨୬

ମୋଟ ପ୍ରଶ୍ନ (Questions) ୧୦୦ (100 Qs)
ମୋଟ ମାର୍କ (Total Marks) ୧୦୦ ମାର୍କ
ସମୟ (Duration) ୧୨୦ ମିନିଟ୍ (2 Hours)
ନେଗେଟିଭ୍ ମାର୍କିଂ 0.25 ମାର୍କ
ମୋଟ ପରୀକ୍ଷା: ୫୦ ଟି
୨୫ Full + ୨୫ Sectional
Syllabus Details

ଓଡ଼ିଶା ସିଭିଲ୍ କନଷ୍ଟେବଲ୍ ସିଲାବସ୍ (Syllabus 2026)

ନୂତନ ସରକାରୀ ପରୀକ୍ଷା ପାଟର୍ଣ୍ଣ ଅନୁସାରେ ସମ୍ପୂର୍ଣ୍ଣ ସିଲାବସ୍ ର ବିବରଣୀ ତଳେ ଦିଆଗଲା।

General English & Odia

ଇଂରାଜୀ ଏବଂ ଓଡ଼ିଆ ଭାଷା

  • Grammar & Vocabulary
  • Comprehension Passages
  • Usage of Words & Idioms
  • ବ୍ୟାକରଣ, ଶବ୍ଦକୋଷ, ଅନୁଚ୍ଛେଦ

General Knowledge

ସାଧାରଣ ଜ୍ଞାନ & ସାମ୍ପ୍ରତିକ ଘଟଣାବଳୀ

  • Odisha History, Culture & Geography
  • Indian Polity & Economy
  • National & International Current Affairs
  • Everyday Science & Events

Reasoning & Aptitude

ତର୍କ ଏବଂ ଯୁକ୍ତିମୂଳକ ପରୀକ୍ଷା

  • Verbal & Non-Verbal Reasoning
  • Coding-Decoding & Analogy
  • Blood Relations & Series
  • Logical Thinking & Spatial Ability

Arithmetic (Maths)

ଗଣିତ (High School Standard)

  • Number System & Simplification
  • Percentage, Ratio & Proportion
  • Profit & Loss, Simple & Compound Interest
  • Time, Speed, Distance & Work

Computer Awareness

କମ୍ପ୍ୟୁଟର ସାଧାରଣ ଜ୍ଞାନ

  • Computer Fundamentals & Hardware
  • MS Office (Word, Excel, PowerPoint)
  • Internet, Email & Networking Basics
  • Cyber Security Awareness
Exam Scheme

ସମାପ୍ତ ସିଲାବସ୍ ସଂକ୍ଷିପ୍ତ ସୂଚନା

ସିଭିଲ୍ କନଷ୍ଟେବଲ୍ ପରୀକ୍ଷା ପାଇଁ ଲିଖିତ ପରୀକ୍ଷା (CBRE/Written Test) ସବୁଠାରୁ ଗୁରୁତ୍ଵପୂର୍ଣ୍ଣ।

ନିର୍ଭୁଲ ଉତ୍ତର: +1.00 Mark
ଭୁଲ ଉତ୍ତର (Negative): -0.25 Mark
Test Links (୫୦ ଟି ଟେଷ୍ଟ)

ମକ୍ ଟେଷ୍ଟ ସିରିଜ୍ (Mock Test Links)

ତଳେ ଦିଆଯାଇଥିବା ଟେଷ୍ଟ ଗୁଡ଼ିକରୁ ଆପଣ ନିଜର ପରୀକ୍ଷା ଆରମ୍ଭ କରିପାରିବେ।

Why Choose Us

ଏହି ମକ୍ ଟେଷ୍ଟ ସିରିଜ୍ ର ବିଶେଷତା

ଓଡ଼ିଶା ପୋଲିସ୍ ସିଭିଲ୍ କନଷ୍ଟେବଲ୍ ପରୀକ୍ଷାରେ ପ୍ରଥମ ପ୍ରଚେଷ୍ଟାରେ ସଫଳତା ପାଇଁ ଆମର ବୈଶିଷ୍ଟ୍ୟ।

ତୁରନ୍ତ ଫଳାଫଳ (Instant Result)

ଟେଷ୍ଟ ସବମିଟ୍ କରିବା କ୍ଷଣି ସଙ୍ଗେ ସଙ୍ଗେ ଆପଣଙ୍କ ମାର୍କ ଏବଂ Answer Key ଦେଖିପାରିବେ।

ସମ୍ପୂର୍ଣ୍ଣ ସିଲାବସ୍ କଭରେଜ୍

ସରକାରୀ ନିୟମ ଅନୁସାରେ ସମସ୍ତ ବିଷୟର ପ୍ରଶ୍ନ ଗୁଡ଼ିକ ସଠିକ୍ ଭାବେ ପ୍ରସ୍ତୁତ କରାଯାଇଛି।

ମୋବାଇଲ୍ ଫ୍ରେଣ୍ଡଲି (Mobile Ready)

ଆପଣ ନିଜ ମୋବାଇଲ୍, ଟାବଲେଟ୍ କିମ୍ବା ଲାପଟପ୍ ରେ ସହଜରେ ଟେଷ୍ଟ ଦେଇପାରିବେ।

ସେକ୍ସନାଲ୍ ଆନାଲିସିସ୍

ପ୍ରତି ବିଷୟରେ ଆପଣଙ୍କ ଦୁର୍ବଳତା ଏବଂ ସବଳତା ଚିହ୍ନଟ କରିବାରେ ସାହାଯ୍ୟ କରିବ।

ଓଡ଼ିଶା ପୋଲିସ୍ ସିଭିଲ୍ କନଷ୍ଟେବଲ୍ ୨୦୨୬

All 50 Mock Tests Series Portal

© 2026 Odisha Police Exam Prep. All rights reserved.
ସ୍ଵପ୍ନ ଆପଣଙ୍କର, ପ୍ରସ୍ତୁତି ଆମର।

error: Content is protected !!